ଲୁପ୍ତ କାଶତଣ୍ଡି ଫୁଲ ଅଦୃଶ୍ୟ ଧୀବର ଜାଲ ଭାସୁନି ମଇଁଷି ପଲ ଲୁପ୍ତ କାଶତଣ୍ଡି ଫୁଲ ଅଦୃଶ୍ୟ ଧୀବର ଜାଲ ଭାସୁନି ମଇଁଷି ପଲ
ଶୀଳାରୁ ବାଲିଗରଡା ହୋଇ କଳ କଳ ନାଦ ଜଳ ସ୍ରୋତରେ ନେଲୁ ତୁ ନଈ ବାଲିର ରୂପ କୂଳରେ ହୋଇଲୁ ଅବସ୍ଥ ଶୀଳାରୁ ବାଲିଗରଡା ହୋଇ କଳ କଳ ନାଦ ଜଳ ସ୍ରୋତରେ ନେଲୁ ତୁ ନଈ ବାଲିର ରୂପ କୂଳର...
ବେଳେବେଳେ ମନେ ପଡୁଛି ବାଲି ଖେଳ ଆଉ ନଈ ପୋଖରୀର ଗାଧୁଆ ତୁଠ ପୁଣି ଫେରି ଆସନ୍ତା କି ମୋ ପିଲା ଦିନ. ବେଳେବେଳେ ମନେ ପଡୁଛି ବାଲି ଖେଳ ଆଉ ନଈ ପୋଖରୀର ଗାଧୁଆ ତୁଠ ପୁଣି ଫେରି ଆସନ୍ତା କ...
ଏମିତି ହିସାବ ସବୁ ରଖିଛି ଏ ନଈ କାହାକୁ କିଛି କହୁନାହିଁ ପଡ଼ିଅଛି ଅଜଗର ପରି ଯେମିତି କିଛି ଜାଣିନାହ ଏମିତି ହିସାବ ସବୁ ରଖିଛି ଏ ନଈ କାହାକୁ କିଛି କହୁନାହିଁ ପଡ଼ିଅଛି ଅଜଗର ପରି ଯେମିତି କିଛି ...
ଠିକଣା ହଜିଲା ପକ୍ଷୀ ବାଟ ଗଲା ଭୁଲି ବିସ୍ମୃତିର ଅବଶୋଷ ମୁଠା ମୁଠା ବାଲି; ଠିକଣା ହଜିଲା ପକ୍ଷୀ ବାଟ ଗଲା ଭୁଲି ବିସ୍ମୃତିର ଅବଶୋଷ ମୁଠା ମୁଠା ବାଲି;
ମୋ ହ।ତରେ ଗଢ଼। ମନ୍ଦିରନିର୍ମାଣ ପ୍ରତିଷ୍ଠା ହେଲେ ବାସ୍ତୁ ପୁରୁଷୋତ୍ତମ ପତାକା ଉଡ଼ିଲା । ମୋ ହ।ତରେ ଗଢ଼। ମନ୍ଦିରନିର୍ମାଣ ପ୍ରତିଷ୍ଠା ହେଲେ ବାସ୍ତୁ ପୁରୁଷୋତ୍ତମ ପତାକା ଉଡ଼ିଲ...